ସାଧବଘର ବୋହୂ Sādhabaghara bohū
- ଦେ. ବି — ଇନ୍ଦ୍ର ଗୋପ; ପାଟ ପୋକ; ମଖମଲି ପୋକ — The Coccinella; the cochineal insect; Coccus Cactii
- ଦେ. ବି — [ଦ୍ର—ଏମାନେ ନାଲି ମଖମଲ ପରି କୋମଳ ରକ୍ତବର୍ଣ୍ଣ ଆବରଣବିଶିଷ୍ଟ, ପକ୍ଷହୀନ ଷଟ୍ପଦୀ ପୋକ। ଏହାଙ୍କର ଦୁଇଟି ନିଶ ଅଛି। ଏମାନେ ସ୍ତ୍ରୀଜାତୀୟ ପୋକ। ଅଣ୍ଡିରା ପୋକଙ୍କର ଦୁଇଟି ପକ୍ଷ ଅଛି ଓ ସେମାନେ ସ୍ତ୍ରୀପୋକଙ୍କଠାରୁ ଲମ୍ବା ଓ ସରୁ; ମୁଣ୍ଡଆଡ଼େ ଦୁଇଟି ନିଶ ଓ ପଛ ପାଖେ 2 ଟି ସରୁ କେଶ ବାହାରି ଥାଏ। ବର୍ଷାଦିନେ ଏମାନେ ପଡ଼ିଆ ଭୂଇଁରେ ଚାଲୁ ଥାଆନ୍ତି। ଏମାନେ ନାଗଫେଣିଆ ଗଛରେ ବସା କରି ରହନ୍ତି। ସାଧବ ଘରର ସ୍ତ୍ରୀମାନେ ନାଲି ପାଟଲୁଗା ପିନ୍ଧିଲାପରି ଏମାନେ ମଖମଲି ଆବରଣରେ ଆବୃତ ହୋଇ ଥିବାରୁ ଏମାନଙ୍କୁ ଏହି ନାମ ଦିଆଯାଇ ଅଛି।] — [ଦ୍ର—ଏମାନେ ନାଲି ମଖମଲ ପରି କୋମଳ ରକ୍ତବର୍ଣ୍ଣ ଆବରଣବିଶିଷ୍ଟ, ପକ୍ଷହୀନ ଷଟ୍ପଦୀ ପୋକ ଏହାଙ୍କର ଦୁଇଟି ନିଶ ଅଛି ଏମାନେ ସ୍ତ୍ରୀଜାତୀୟ ପୋକ ଅଣ୍ଡିରା ପୋକଙ୍କର ଦୁଇଟି ପକ୍ଷ ଅଛି ଓ ସେମାନେ ସ୍ତ୍ରୀପୋକଙ୍କଠାରୁ ଲମ୍ବା ଓ ସରୁ; ମୁଣ୍ଡଆଡ଼େ ଦୁଇଟି ନିଶ ଓ ପଛ ପାଖେ2ଟି ସରୁ କେଶ ବାହାରି ଥାଏ ବର୍ଷାଦିନେ ଏମାନେ ପଡ଼ିଆ ଭୂଇଁରେ ଚାଲୁ ଥାଆନ୍ତି ଏମାନେ ନାଗଫେଣିଆ ଗଛରେ ବସା କରି ରହନ୍ତି ସାଧବ ଘରର ସ୍ତ୍ରୀମାନେ ନାଲି ପାଟଲୁଗା ପିନ୍ଧିଲାପରି ଏମାନେ ମଖମଲି ଆବରଣରେ ଆବୃତ ହୋଇ ଥିବାରୁ ଏମାନଙ୍କୁ ଏହି ନାମ ଦିଆଯାଇ ଅଛି]
- ଦେ. ବି — (ଉ—"ଶ୍ୟାମଳ ଦୁର୍ବାଦଳେ ଶୋଭିତ ମହୀ, ସାଧବବୋହୂ ତଥିପରେ ଶୋଭଇ ଯେ—ବର୍ଷା, ମଧୁସୁଦନ ରାଓ।)
- ଦେ. ବି — ସାଧବ ବା ବଣିକ ବଂଶର କୁଳବଧୂ — The housewife of a Sādhaba's family