ସାଧା Sadhā
- ଦେ. ବି—(ସଂ. ସାଧ୍ ଧାତୁ) — ସାଧନ (ଦେଖ) — Sādhana (See)
- ଦେ. ବି—(ସଂ. ସାଧ୍ ଧାତୁ) — ବହୁ ଲୋକଙ୍କଠାରୁ ଧନ ଆଦିର ସଂଗ୍ରହ — Act of collecting money etc. from many persons; collection; realisation
- ଦେ. ବି—(ସଂ. ସାଧ୍ ଧାତୁ) — ସମସ୍ୟା ସାଧନ — Working up of a problem