ସାଟ୍ Sāt

  • ବୈଦେ. ବି (ଇଂ) — କମିଜ — Shirt
  • ଦେ. ଧ୍ୱନ୍ୟନୁକରଣ; ଅ — ଶଟ୍ (ଦେଖ) — Ṡaṭ (See)
  • ବି — ସାଜସ୍ ଶହ୍ଲା; କୁମନ୍ତ୍ରଣା — Collusion; conspiracy
  • ବି — ଇଙ୍ଗିତ; ସଙ୍କେତ — Cypher; signal; gesture
  • ବି — ଶଗଡ଼ ଦଣ୍ଡା ଦ୍ୱୟକୁ ଆକର୍ଷି ଧରିବାପାଇଁ ପଛ ପାଖର ଫଳିର ମୁଣ୍ଡରେ ଦିଆ ଯାଇଥିବା କାଠର ଖିଲ — Wooden pins attached to the ends of the hindmost cross-piece to keep it attached to the posterior ends of the beams of a cart