ସାଟ୍କିନା, ସାଟ୍କିନି Sāṭ-kinā(i)

  • ଦେ. ଅ. (ଧ୍ୱନ୍ୟନୁକରଣ) — ହଠାତ୍ ରବ ଉତ୍ପାଦନ ପୂର୍ବକ — Suddenly, by emitting a cracking sound
  • ଦେ. ଅ. (ଧ୍ୱନ୍ୟନୁକରଣ) — ହଠାତ୍ — Suddenly
  • ଦେ. ଅ. (ଧ୍ୱନ୍ୟନୁକରଣ) — ଚଞ୍ଚଳ — Shortly; soon