ସାଟ୍ ଦଉରା Sāṭ daurā

  • ଦେ. ବି — ଶଗଡ଼ର ଦଣ୍ଡା ଦୁହିଙ୍କର ପଛ ମୁଣ୍ଡକୁ ଶେଷ ଫଳି ସଙ୍ଗେ ବାନ୍ଧି ରଖିଥିବା ଦଉଡ଼ା — A string tied round both the back ends of the beams of a cart to keep them attached to the hindmost cross-piece