ସାଟୋପ Sāṭopa

  • ସଂ. ବିଣ (ସ+ଅଟୋପ) — ସାଡ଼ମ୍ବର — Grand
  • ସଂ. ବିଣ (ସ+ଅଟୋପ) — ଅହଙ୍କୃତ; ସଗର୍ବ — Proud
  • ସଂ. ବିଣ (ସ+ଅଟୋପ) — ବିକଟାଳ — Ferocious
  • ଦେ. ବି — ଗର୍ବ — Pride; arrogance
  • ଦେ. ବି — ଆଡ଼ମ୍ବର — Pomp; grandeur