ସହା Sahā

  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ସର୍ବଂସହା; ପୃଥିବୀ — The earth
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ଘୃତକୁମାରୀ (ଅମର) — Aloe Indica
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ମୃଦ୍ଗପର୍ଣ୍ଣୀ (ଅମର) — Phaseolus Trilobus
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ନଖୀ; ନଖ ଭେଷକ (ମେଦିନୀ) — A medicinal herb
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ଦଣ୍ଡୋତ୍ପଳ (ମେଦିନୀ) — Canscora Decussta (plant)
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ଶୁକ୍ଳଝିଣ୍ଟୀ (ଶବ୍ଦଚନ୍ଦ୍ରିକା); ଦାସକେରଣ୍ଟା ଗୁଳ୍ମ — Barlaria Crastata (plant)
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ସର୍ପକଙ୍କାଳ (ଶବ୍ଦଚନ୍ଦ୍ରିକା) — Name of a plant
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ରାସ୍ନା (ରତ୍ନମାଳା); କଣ୍ଟାକୁସୁମ; ଅଗରାଗୁଳ୍ମ — 9. A thorny plant; Gamboge Thistle
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ପୀତଦଣ୍ଡୋତ୍ପଳ [ରତ୍ନମାଳା] — A species of 'Daṇḍotpaḻa'
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — ତରଣୀପୁଷ୍ପ (ରାଜନିର୍ଘଣ୍ଟ); ସେବତୀ ଫୁଲ — Musk rose; Rosa Moschata
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — କୁଆମଇତା (ହରେକୃଷ୍ଣ, ଦ୍ରବ୍ଯଗୁଣ) — Tricosantes Cucumerina
  • ସଂ. ବି (ସହ୍ ଧାତୁ+କର୍ତ୍ତୃ. ଅ+ଅ) — (+ କର୍ମ. ଅ+ଆ) ହେମନ୍ତଋତୁ (ହି. ଶ.) — Early winter