ସହସ୍ରାହି Sahasrāhi

  • ସଂ. ବି (ବୈଦ୍ଯକ) — ମୟୂରଶିଖା ନାମକ ଗୁଳ୍ମ — Celesia Cristata (plant)
  • ସଂ. ବି (ବୈଦ୍ଯକ) — [ଦ୍ର—ଏହା ଲଘୁ, ମଧୁର ଏବଂ ପିତ୍ତ, କଫ, ଅତିସାର, ମୂତ୍ରକୃଚ୍ଛ୍ର ଓ ବାଳରୋଗ— ନାଶକ।]