ସହାଇବା Sahāibā

  • ଦେ. କ୍ରି — ସହିବା କ୍ରିୟାର ଣିଜନ୍ତରୂପ — The causative form of 'Sahibā'
  • ଦେ. କ୍ରି — (ଉ— ଏ ବାଳାକୁ ବନବାସ ସହାଇଲେ ବିଧି ଆହା କି ବିଚାରେ—ରାଧାନାଥ, ଯଯାତି।)