ସହାଧ୍ୟାୟୀ Sahādhyāyī

  • ସଂ. ବି. ପୁଂ (ସହ+ଅଧି+ଇ ଧାତୁ+କର୍ତ୍ତୃ. ଇନ୍) ସହାଧ୍ୟାୟିନ୍ ଶବ୍ଦ 1 ମା 1 ବ) — ଏକ ସମୟରେ ଏକ ଗୁରୁଙ୍କ ଶିକ୍ଷକତାଧୀନ ହୋଇ ପଢ଼ୁଥିବା ଶିଷ୍ୟ; ସହପାଠୀ — Fellow students