ସହଳିଆ Sahaḻiā

  • ଦେ. କ୍ରି. ବିଣ — ସହଳ (ଦେଖ) — Sahaḻā (See)
  • ବିଣ — ସହଳ (ଦେଖ) — sahaḻa (See)
  • ବିଣ — ଯେ କୌଣସି କାର୍ଯ୍ୟ ଶୀଘ୍ର ବା ପ୍ରତ୍ୟୁଷରେ ସମ୍ପାଦନ କରେ — Performing any acts swiftly or early