ସହଳ ଖିଆ Sahala khiā
- ଦେ. ବିଣ — ଯେ ଶୀଘ୍ର ଭୋଜନ କ୍ରିୟା ଶେଷ କରେ — One who finishes his meal quickly
- ଦେ. ବିଣ — ଯେ ପ୍ରତ୍ୟୁଷରେ ବା ଅନ୍ୟମାନଙ୍କ ଅପେକ୍ଷା ପୂର୍ବରେ ଭୋଜନ କରେ — One who takes his meal early or whose time of meal is earlier than others
- ବି — ଶୀଘ୍ର ଭୋଜନ — Quick eating
- ବି — ପ୍ରତ୍ୟୁଷ ଭୋଜନ — Early morning meal
- ବି — [ଦ୍ର—ଏହିପରି ସହଳ ଗାଧୁଆ, ସହଳ ଶୁଆ ଆଦି ହୁଏ।]