ସହଳ Sahaḻa
- ଦେ. କ୍ରି. ବିଣ (ସଂ. ସଦ୍ୟଃକାଳ) — ଶୀଘ୍ର — Soon
- ଦେ. କ୍ରି. ବିଣ (ସଂ. ସଦ୍ୟଃକାଳ) — ସତ୍ୱର; ଚଞ୍ଚଳ — Quickly; briskly
- ଦେ. କ୍ରି. ବିଣ (ସଂ. ସଦ୍ୟଃକାଳ) — [ଉ—ଖାଇବ ସହଳ, ପିନ୍ଧିବ ମହଳ, ଦାଣ୍ଡ ଘର ଖଣ୍ଡି ଅଛୁଆଁ କର, ତେବେ ଓଡ଼ିଶାରେ କରିବ ଘର—ଢଗ।]
- ଦେ. କ୍ରି. ବିଣ (ସଂ. ସଦ୍ୟଃକାଳ) — ଡେରି, ମଠ —ବିପରୀତ — ଡେରି, ମଠ—ବିପରୀତ
- ଦେ. କ୍ରି. ବିଣ (ସଂ. ସଦ୍ୟଃକାଳ) — ପ୍ରତ୍ୟୁଷରେ — Early
- ବିଣ — ପ୍ରତ୍ୟୁଷରେ ଘଟିବା — Happening early in the morning
- ବିଣ — ଫୁର୍ତ୍ତିଯୁକ୍ତ — Brisk
- ବିଣ — ସତ୍ୱର — Quick
- ବିଣ — [ଦ୍ର—ତୁଳ ଅ. ସହଲ=ଶିଥିଳ, ଶ୍ଳଥ, ଶସ୍ତା, ସହଜ; ବଂ. ସହଲ=ଶିଥିଳ — Slack; loose.କୋମଳ ସ୍ପର୍ଶ=Soft.ତୁଳ. ହି ସହଲ=ସରଳ, ସହଜ]