ସହସା Sahasā
- ସଂ. ଅ (ସହ=ସହତି+ସୋ ଧାତୁ=ନାଶ କରିବା+ କର୍ତ୍ତୃ. ଅ+ଆ) — ଆକସ୍ମାତ; ହଠାତ୍ — All at once
- ସଂ. ଅ (ସହ=ସହତି+ସୋ ଧାତୁ=ନାଶ କରିବା+ କର୍ତ୍ତୃ. ଅ+ଆ) — ଅତର୍କିତ ଭାବେ — Unexpectedly
- ସଂ. ଅ (ସହ=ସହତି+ସୋ ଧାତୁ=ନାଶ କରିବା+ କର୍ତ୍ତୃ. ଅ+ଆ) — ପୂର୍ବରୁ ଚିନ୍ତା ବା ବିବେଚନା ନ କରି — Without forethought
- ବିଣ. ସ୍ତ୍ରୀ (ସହସର ସ୍ତ୍ରୀଲିଙ୍ଗ) — ହାସ୍ୟକାରିଣୀ — Laughing (female)
- ବିଣ. ସ୍ତ୍ରୀ (ସହସର ସ୍ତ୍ରୀଲିଙ୍ଗ) — [ଦ୍ର—ମାଘ କାବ୍ୟର 6 ସର୍ଗ 57 ଶ୍ଳୋକରେ ଏହି ଅର୍ଥରେ 'ସହସା' ଶବ୍ଦ ବ୍ଯବହୃତ ହୋଇଅଛି।] — [ଦ୍ର—ମାଘ କାବ୍ୟର6ସର୍ଗ57ଶ୍ଳୋକରେ ଏହି ଅର୍ଥରେ 'ସହସା' ଶବ୍ଦ ବ୍ଯବହୃତ ହୋଇଅଛି]