ସହସେବୀ Sahasebī

  • ସଂ. ବିଣ. ପୁଂ — ଏକତ୍ର ସେବାକାରୀ — Serving or tending together
  • ସଂ. ବି. ପୁଂ — ଏକତ୍ର ସେବାକାରୀ ବ୍ଯକ୍ତି — Co-servant