ସହଦେବୀ Sahadebī
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ସହଦେବଙ୍କ ସ୍ତ୍ରୀ — 1. Wife of Sahadeba
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ସର୍ପାକ୍ଷୀ (ଦେଖ) — Sarpakshī (See)
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ସହଦେବା ( 5 ) (ଦେଖ) — ସହଦେବା (5) (ଦେଖ)—. Sida Rhombifolia (plant)
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ସହଦେବା ( 4 ) ଦେଖ — ସହଦେବା () ଦେଖ—. Sahadebā (See)
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ପ୍ରିୟଙ୍ଗୁ (ଦେଖ) — Priyaṅgu (See)
- ସଂ. ବି. ସ୍ତ୍ରୀ—(ସହଦେବ+ସ୍ତ୍ରୀ ଈ) — ମହାବଳୀ (ବିଶ୍ୱକୋଷ) — The big variety of the Indigo plant