ସହଦେବା Sahadebā
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — ଶାରିବା (ମେଦିନୀ) — Sāribā (See)
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — ସର୍ପାକ୍ଷୀ ମେଦିନୀ ସାପ କଙ୍କାଳିଆ ଗୁଳ୍ମ — A plant
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — ନାକୁଳୀ; ଏକ ପ୍ରକାର ରାସ୍ନା; ଗନ୍ଧରାସ୍ନା — A plant; Ophioxylon Serpentinum
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — ପୀତ ଦଣ୍ଡୋତ୍ପଳା (ରତ୍ନମାଳା) — The yellow variety of Daṇdotpaḻā
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — ବଳାଭେଦ; ମହାବଳା; ବଜ୍ରମୂଳୀ — A plant; Sida Rhombifolia
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — [ଦ୍ର—ଏହା ହୃଦ୍ରୋଗ, ବାତ, ଅର୍ଶ ଶୋଥହର, ଶୁକ୍ରବୃଦ୍ଧିକର, ବଲ୍ୟ ଓ ବିଷମ ଜ୍ୱର ନାଶକ।]
- ସଂ. ବି. ସ୍ତ୍ରୀ (ସହଦେବ+ସ୍ତ୍ରୀ. ଆ)—ଶାରିବା (ମେଦିନୀ) — (ନାମ) ବସୁଦେବ ପତ୍ନୀ — A name of the wife of Basudeba