ସହଧର୍ମଚାରିଣୀ Sahadharmachāriṇī

  • ସଂ. ବି. ସ୍ତ୍ରୀ (ସହ+ଧର୍ମ+ଚର୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — ସହଧର୍ମିଣୀ (ଦେଖ) — Sahadharmiṇī (See)
  • ସଂ. ବିଣ. ସ୍ତ୍ରୀ — ସହଧର୍ମଚାରୀର ସ୍ତ୍ରୀଲିଙ୍ଗ — Feminine of Sahadarmachārī