ସହଦେବୀ ଗଣ Sahadebī gaṇa

  • ସଂ. ବି — ଦେବ ପ୍ରତିଷ୍ଠାରେ ଦେବସ୍ନାନାର୍ଥ ବ୍ଯବହୃତ ଓଷଧିଗଣ [ଯଥା—ମହାବଳା, ବଳା, ଶତ— ମୂଳୀ, ଶତାବରୀ, କୁମାରୀ, ଗୁଡ଼ୁଚୀ, ସିଂହୀ, ବ୍ୟାଘ୍ରୀ— ଗରୁଡ଼ପୁରାଣ — A collection of herbs for bathing images during consecration