ସହଜେ Sahaje

  • ଦେ. କ୍ରି. ବିଣ — ପ୍ରକୃତରେ; ସ୍ୱଭାବତଃ — Naturally
  • ଦେ. କ୍ରି. ବିଣ — (ଉ—ସଂହର କ୍ରୋଧ ଉଦୟ। ସହଜେ ତୁ ସହୃଦୟ—କବିସୂର୍ଯ୍ୟ, ସଙ୍ଗୀତ।)
  • ଦେ. କ୍ରି. ବିଣ — ଅନାୟାସରେ — Easily
  • ଦେ. କ୍ରି. ବିଣ — (ଉ—ତେଣୁ ପ୍ରଜାଙ୍କର ମାୟା ତୁଟିଲେ ସହଜେ—ରାଧାନାଥ, ମହାଯାତ୍ରା।)