ସହଣ Sahaṇa
- ଦେ. ବି (ସଂ. ସହନ) — ସହିବା — Bearing
- ଦେ. ବି (ସଂ. ସହନ) — ସହିଷ୍ଣୁତା — Forbearance; endurance
- ଦେ. ବି (ସଂ. ସହନ) — ଏକପ୍ରକାର ମୋଟା ବିଲାତି କଳଲୁଗା — A kind of foreign mill-made coarse cloth
- ଦେ. ବି (ସଂ. ସହନ) — ନିର୍ଦ୍ଦିଷ୍ଟ ସମୟରେ ଯେଉଁ ଭାଉରେ ଧାନ ଆଦି ବିକ୍ରି ହେଉଥିବ ତଦପେକ୍ଷା ବେଶି ଧାନ ପାଇବା ପାଇଁ ଟଙ୍କା ଆଗତୁରା ଋଣଦେବା ରୀତି — The mode of advancing money to a debtor on condition that the debtor will pay back the money in the shape of paddy at a rate cheaper than the then prevailing rate, on the stipulated date of repayment of the loan
- ଦେ. ବି (ସଂ. ସହନ) — ଟଙ୍କାର ସୁଧ ପାଇଁ ପ୍ରଚଳିତ ଭାଉ ଅପେକ୍ଷା ଯେଉଁ ଅତିରିକ୍ତ ଧାନ ଖାତକ ମହାଜନକୁ ଦିଏ — Excess paddy paid by the debtor to a creditor over and above the current selling rate in lieu of interest for money advanced on loan
- ଦେ. ବି (ସଂ. ସହନ) — ଦେବତାଙ୍କୁ ପ୍ରଦତ୍ତ ମାନସିକ ଭୋଗ ଆଦି — Offerings vowed to be given to a Deity