ସହଣ ଲଗାଇବା Sahaṇa lagāibā
- ଦେ. କ୍ରି — ଦେଣା ସୁଝିବା ବେଳେ ଅସଲ ଟଙ୍କା ପାଇଁ ପ୍ରଚଳିତ ଭାଉ ଅନୁସାରେ ଯାହା ଧାନ ଦେୟ ହେବ ତହିଁ ଉପରେ ସୁଧ ପରିବର୍ତ୍ତେ ଅଧିକା ଧାନ ଦେଇ କରଜ ସୁଝିବା ପାଇଁ ଖାତକ ସଙ୍ଗେ ଚୁକ୍ତି ଖାତକକୁ ଟଙ୍କା କରଜ ଲଗାଇବା — To advance money on loan to a debtor on condition that the debtor will repay the debt by delivering paddy at the market rate on the stipulated day, together with a certain extra quantity of paddy for interest