ସହଜାଦିତ୍ୟ Sahajāditya
- ଦେ. ବି (ନାମ) — ଉତ୍କଳର ସାମନ୍ତରାଜବିଶେଷ — Name of a feudatory King of Utkal
- ଦେ. ବି (ନାମ) — [ଦ୍ର—ଏହାଙ୍କ ଉପାଧି ରାଜରାଜ ଦେବ; 1233 ସଂବତ୍ରେ ବୁଲନ୍ଦ ସହରରେ ଉତ୍କୀର୍ଣ୍ଣ ଅନଙ୍ଗଙ୍କ ଶିଳା ଫଳକରେ ଏ ତାହାଙ୍କ ପୂର୍ବବର୍ତ୍ତୀ ରାଜରୂପେ ବର୍ଣ୍ଣିତ ହୋଇ ଅଛନ୍ତି— ବିଶ୍ୱକୋଷ।] — [ଦ୍ର—ଏହାଙ୍କ ଉପାଧି ରାଜରାଜ ଦେବ;1233ସଂବତ୍ରେ ବୁଲନ୍ଦ ସହରରେ ଉତ୍କୀର୍ଣ୍ଣ ଅନଙ୍ଗଙ୍କ ଶିଳା ଫଳକରେ ଏ ତାହାଙ୍କ ପୂର୍ବବର୍ତ୍ତୀ ରାଜରୂପେ ବର୍ଣ୍ଣିତ ହୋଇ ଅଛନ୍ତି— ବିଶ୍ୱକୋଷ]