ସସ୍ର Sasra

  • ଗ୍ରା. ବି — (ସଂ. ସହସ୍ର)—ସହସ୍ର — Thousand
  • ଗ୍ରା. ବି — [ଉ—ଷୋଳ ସସ୍ର ଶଏ ଅଷ୍ଟ ଦିବ୍ୟ ପୁର ରମଣୀ ଚାହିଁଲା ବିଶେଷି—ଶିଶୁଶଙ୍କର, ଉଷାଭିଳାଷ।]
  • ଗ୍ରା. ବି — (ସଂ. ଶସ୍ତ୍ର)—ଶସ୍ର (ଦେଖ) — Ṡasra (See)
  • ଗ୍ରା. ବି — ଉପାୟ — Means
  • ଗ୍ରା. ବି — ପ୍ରତୀକାର — Remedy
  • ଗ୍ରା. ବିଣ — ସହସ୍ର ସଂଖ୍ୟକ — Numbering a thousand
  • ଗ୍ରା. ବିଣ — [ଉ—ସୁରଭି ବୋଇଲେ ହେ ସସ୍ରେ ପୁତ୍ର ଥାଉଁ— କୃଷ୍ଣସିଂହ, ମହାଭାରତ, ବନ।]