ସସ୍ୟମାରୀ Sasyamārī

  • ସଂ. ବିଣ — ସସ୍ୟନାଶକ — Destructive of corn
  • ସଂ. ବି — ମହାମୂଷିକ (ରାଜନିର୍ଘଣ୍ଟ)—ଏକ— ପ୍ରକାର ବଡ଼ ମୂଷା; ବିଲୁଆ ମୂଷା; ମାଟିଆ ମୂଷା (ବିଶ୍ୱକୋଷ) — A big species of brown rats destroying corns in the field