ସସ୍ୱେଦା Saswedā

  • ସଂ. ବି. ସ୍ତ୍ରୀ — ଦୂଷିତା କନ୍ଯା (ଶବ୍ଦରତ୍ନାବଳୀ) — A ravished or deflowered girl
  • ସଂ. ବି. ସ୍ତ୍ରୀ — ସ୍ୱେଦଯୁକ୍ତା ନାରୀ — A perspiring woman
  • ସଂ. ବିଣ. ସ୍ତ୍ରୀ — ସସ୍ୱେଦର ସ୍ତ୍ରୀଲିଙ୍ଗ — Feminine of Sasweda