ସସ୍ରା ଅର୍ଜୁନ Sasrā arjuna

  • ଗ୍ରା. ବି (ନାମ) — ସହସ୍ରାର୍ଜୁନ; କାର୍ତ୍ତବୀର୍ଯ୍ୟାର୍ଜୁନ [ଦେଖ] — Kārttabīrj̄yājuna. (See)
  • ଗ୍ରା. ବି (ନାମ) — [ରାବଣ ସସ୍ରାଅର୍ଜୁନ ବାଣାସୁର ଆଉ ବୀର ଅଛ ଯେତେ, ଧନୁ ନ ଭାଙ୍ଗି କନ୍ୟାକୁ ନେବା ବୋଲି ବିଚାରୁଅଛ କି ଚିତ୍ତେ ବା—ବିଶ୍ୱନାଥ, ବିଚିତ୍ର ରାମାୟଣ।]