ସର୍ବହର Sarbahara

  • ସଂ. ବିଣ. ପୁଂ (ସର୍ବ+ହୃ ଧାତୁ+କର୍ତ୍ତୃ ଅ) — ଯେ ସବୁ ହରଣ କରେ — One who takes away all or everything
  • ସଂ. ବି — ମୃତ୍ୟୁ — Death
  • ସଂ. ବି — କାଳ — Time personified
  • ସଂ. ବି — ଶିବ — Ṡiba
  • ସଂ. ବି — ଯମ — The God of death