ସର୍ବାଘୋଟ Sarbāghoṭa

  • ଦେ. ବିଣ — ସର୍ବତ୍ର ଘୋଟିଥିବା — Enveloping everything; overclouding
  • ଦେ. ବିଣ — [ଉ— ଜଳଦ ହୋଇଥାଏ ସର୍ବାଘୋଟ। ଚପଳା ଖେଳୁଥାଇ ଝଟଝଟ—କବିସୂର୍ଯ୍ୟ, ସଙ୍ଗୀତ।]