ସର୍ବସ୍ୱତ୍ୱ ରକ୍ଷିତ Sarbaswatwa rakshita
- ସଂ. ବିଣ — ଯେଉଁ ପ୍ରକାଶିତ ପୁସ୍ତକ ଆଇନ ଅନୁସାରେ ସରକାରଙ୍କ ନିକଟରେ ରେଜିଷ୍ଟ୍ରି କରା ଯାଇଥାଏ ଓ ଯହିଁରୁ ଗ୍ରନ୍ଥକାରଙ୍କ ବିନା ଅନୁମତିରେ ଅନ୍ଯ କେହି ବ୍ଯକ୍ତି କୌଣସି ଅଂଶ ଉଦ୍ଧାର ବା ବ୍ଯବହାରପୂର୍ବକ ଅନ୍ଯ ଗ୍ରନ୍ଥ ପ୍ରକାଶ କରି ପାରିବେ ନାହିଁ — A book or publication of which all rights (including the right of extracting, quoting, translating and copy right) are reserved for the author or other particular individual and registered under law