ସର୍ବସ୍ୱାନ୍ତ Sarbaswānta

  • ସଂ. ବି (କର୍ମଧା ଓ 6 ଷ୍ଠୀ ତତ୍; ସର୍ବସ୍ୱ+ଅନ୍ତ) — ସର୍ବସ୍ୱ ନାଶ (ଦେଖ) — Sarbaswa nāṡa (See)
  • ସଂ. ବିଣ (ବହୁବ୍ରୀହି; ସର୍ବସ୍ୱ ହୋଇଅଛି ଅନ୍ତ ଯାହାର) — ଯାହାର ସର୍ବସ୍ୱ ନଷ୍ଟ ହୋଇଅଛି — Having all the properties exhaused