ସର୍ଜିକ Sarjika

  • ସଂ. ବି (ସୃଜ୍ ଧାତୁ+ଅକ;+ସ୍ତ୍ରୀ. ଆ) — ସର୍ଜିକାକ୍ଷାର; ସାଚିଖାର; ସାଜୀ ମାଟି — Fuller's earth; netron; alkali; soda
  • ସଂ. ବି (ସୃଜ୍ ଧାତୁ+ଅକ;+ସ୍ତ୍ରୀ. ଆ) — ନଦୀ ବିଶେଷ — Name of a river