ସର୍ଜିବା Sarjibā
- ଦେ. କ୍ରି (ପଦ୍ଯ) (ସଂ. ସୃଜ୍ ଧାତୁ) — ସର୍ଜନ କରିବା; ସୃଷ୍ଟି କରିବା — To create
- ଦେ. କ୍ରି (ପଦ୍ଯ) (ସଂ. ସୃଜ୍ ଧାତୁ) — [ଉ—ବୀର ଡାକ ସର୍ଜିଲା ଅତି ଟାଣ।]
- ଦେ. କ୍ରି (ପଦ୍ଯ) (ସଂ. ସୃଜ୍ ଧାତୁ) — ଘଟାଇବା — To cause
- ଦେ. କ୍ରି (ପଦ୍ଯ) (ସଂ. ସୃଜ୍ ଧାତୁ) — [ଉ—ଯମଦଗ୍ନି ସୁତ ପର୍ଶୁରାମ ଥିଲେ। କାର୍ତ୍ତବୀର୍ଯ୍ୟଙ୍କର ବଧକୁ ସର୍ଜିଲେ— କୃଷ୍ଣସିଂହ, ମହାଭାରତ, ଆଦି।]