ସର୍ଜିକାଲ୍ Sarjikāl

  • ବୈଦେ. ବିଣ (ଇଂ. ସର୍ଜିକାଲ୍) — ଅସ୍ତ୍ର ଚିକିତ୍ସା ସମ୍ବନ୍ଧୀୟ — Surgical
  • ବୈଦେ. ବିଣ (ଇଂ. ସର୍ଜିକାଲ୍) — [ଉ—ଡାକ୍ତର— ଖାନାର ଯେଉଁ ବିଭାଗରେ ଅସ୍ତ୍ର ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟମାନ କରାଯାଏ, ତାକୁ ସର୍ଜିକାଲ୍ ୱାଡ଼୍ — (Surgical ward)ବୋଲାଯାଏ]