ସର୍ଜରସ Sarjarasa

  • ସଂ. ବି — ଶାଳଗଛର ରସ; ଝୁଣା — Yellow rasin; Memosa Rubicaulis
  • ସଂ. ବି — [ଦ୍ର—ଏଥିଦ୍ୱାରା ଧୂପ ଦିଆଯାଏ ଓ ଏଥିରେ ବାର୍ଣ୍ଣିସ୍ ତିଆରି ହୁଏ। ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ, ଗୁରୁ, ତିକ୍ତ କଷାଧାରୟ ଓ ଧାରକ। ଏହା ବାତାଦି ଦୋଷତ୍ରୟ, ରକ୍ତଦୁଷ୍ଟି, ସ୍ୱେଦ, ବିସର୍ପ, ଜ୍ୱର, ବ୍ରଣ, ବିପାଦିକା, ଗ୍ରହଦୋଷ, ଭଗ୍ନରୋଗ, ଅଗ୍ନିଦଗ୍ଧକ୍ଷତ, ଅଲକ୍ଷ୍ମୀ, ଶୂଳ ଓ ଅତିସାର ନାଶକ ଅଟେ।]