ସରେ Sare
- ଦେ. ଅ — ଶେଷ ପର୍ଯ୍ୟନ୍ତ — Till the end
- ଦେ. ଅ — (ଉ—ବୀରି ତରୁ ଚାରୁ ଫୁଲ ସରେ ମଣ୍ଡନ। ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)
- ଦେ. କ୍ରି (ସରିବା କ୍ରିୟାର ନିତ୍ୟପ୍ରବୃତ୍ତବର୍ତ୍ତମାନ 3 ୟ ପୁରୁଷ ଏକ ବଚନରେ ରୂପ 'ସରଇ' ଶବ୍ଦର ଅନ୍ଯରୂପ) — (ସରିବା କ୍ରିୟାର ନିତ୍ୟପ୍ରବୃତ୍ତବର୍ତ୍ତମାନ3ୟ ପୁରୁଷ ଏକ ବଚନରେ ରୂପ 'ସରଇ' ଶବ୍ଦର ଅନ୍ଯରୂପ)— Is finished