ସରୂପକ Sarūpaka

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସଂ=ସହିତ+ରୂପକ) — ରୂପକାଳଂକାର ସହିତ — With the figure of simile
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସଂ=ସହିତ+ରୂପକ) — (ଉ—ବାର୍ତ୍ତା କହେ ସରୂପକେ ସତାନନ୍ଦ, ବିଶ୍ୱାମିତ୍ର ଗୁରୁ ସଙ୍ଗେ ରାମଚନ୍ଦ୍ର। ଭଞ୍ଜ, ବୈଦେହୀଶବିଳାସ।)