ସରେଇ Sarei
- ବୈଦେ. ବି (ଆ. ସରାଇ) — ପାନ୍ଥାଶାଳା; ବାଟରେ ପଥିକମାନଙ୍କର ବିଶ୍ରାମ କରିବାର ସ୍ଥାନ; ଚଟ୍ଟୀ — Caravanserai; an inn; serai
- ବୈଦେ. ବି (ଆ. ସରାଇ) — ପାନଶାଳା; ମଦଖଟି — A drinking house; a tavern
- ଦେ. ବିଣ. ସ୍ତ୍ରୀ (ଅନ୍ଯ ଶବ୍ଦ ପରେ ଲାଗେ) — ସରାର ସ୍ତ୍ରୀଲିଙ୍ଗ — Feminine from of Sarā
- ପ୍ରାଦେ. (ପାଟଣା) ବି — ଆଟିକା — A small earthen cooking pot