ସରେତ୍ Saret

  • ବୈଦେ. ବି (ଫା. ଶର୍ତ୍ତ୍) — କୌଣସି କଥାବାର୍ତ୍ତାର ବା ଚୁକ୍ତିର ଆନୁସଙ୍ଗିକ ନିୟମ ବା ଅଙ୍ଗ — Condition of any contract
  • ବୈଦେ. ବି (ଫା. ଶର୍ତ୍ତ୍) — [ଉ—ବିହେ ସଦା ତରସ ସରତ ଦାସ ହେବି—ଭଞ୍ଜ, ବୈଦେଶବିଳାସ।]
  • ସଂ. ବିଣ [ସୃ. ଧାତୁ+କର୍ତ୍ତୃ. ଅତ୍ (ଶତୃ)] — ଗମନ କରୁଥିବା — Moving
  • ସଂ. ବି — ସୂତ୍ର (ବିଶ୍ୱକୋଷ) — Thread