ସରୁ କଟୀ Saru kaṭī

  • ଦେ. ବି — କୃଶ ଅଣ୍ଟା — Slender waist
  • ଦେ. ବି — ('ଡରୁ ଯେବେ ସରୁ କଟୀ ଭାଜିବାରୁ, ସମର୍ପ ମୋ କରେ କୁଚ କୁମ୍ଭ'—ପ୍ରାଚୀନ ସଙ୍ଗୀତ)
  • ଦେ. ବିଣ — କୃଶ କଟି ବିଶିଷ୍ଟା (ସ୍ତ୍ରୀ) — (A woman) Having a slender waist