ସରୁ Saru
- ସଂ. ବି (ସୃ ଧାତୁ=ଗମନ କରିବା+କର୍ତ୍ତୃ. ଉ) — ଖଡ୍ଗ ଆଦିର ମୁଠି — The handle of weapons
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — ପତଳା — Thin
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — (ଉ—ସରୁ ଗାର।)
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — କ୍ଷୀଣ; କୃଶ — Slender; lean
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — (ଉ—ସରୁକଟୀ; ସରୁକଙ୍କାଳୀ।)
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — ଶୀର୍ଣ୍ଣ — Emaciated
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — ସୂକ୍ଷ୍ମ — Fine; delicate
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — (ଉ—ପିନ୍ଧିଅଛନ୍ତି ବାଛି ସରୁ ଝୀନ ବାସ। କୃଷ୍ଣସିଂହ, ମହାଭାରତ, ଆଦି।)
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — କୋମଳ — Soft
- ଦେ. ବିଣ—(ସଂ. ଶୀର୍ଣ୍ଣ; ବା 'ଶର', ଶର ତୃଣଦଣ୍ଡ ପରି ଶୀର୍ଣ୍ଣ) — (ଉ—ସରୁ ଚୁମ୍ବନ।)