ସରୁ ଗଗୁଆ Saru gaguā

  • ପ୍ରାଦେ—(ବାଲେଶ୍ୱର) ବି — ଖୁବ୍ ଛୋଟ ଛୋଟ ଏବଂ ଅନ୍ଯ ମାଛ ସହିତ ମିଶା ହୋଇ ନ ଥିବା ଗଗୁଆ ମାଛ — Very small species of Gaguā fish, not mixed with other kinds of fish
  • ପ୍ରାଦେ—(ବାଲେଶ୍ୱର) ବି — ଏକ ଜାତୀୟ ସରୁ ଧାନ — A species of fine paddy