ସରୁ ଗୋଡ଼ୀ Saru goṟḍ̠i

  • ଦେ. ବିଣ. ସ୍ତ୍ରୀ — (ନିନ୍ଦାର୍ଥ) ଯେଉଁ ସ୍ତ୍ରୀର ଗୋଡ଼ ସରୁ — (A woman) Having tender or thin legs
  • ଦେ. ବିଣ. ସ୍ତ୍ରୀ — [ଦ୍ର—ଏପରି ସ୍ତ୍ରୀ ଆମ ଦେଶର ଦୃଷ୍ଟିରେ ସୁନ୍ଦର ନୁହନ୍ତି]
  • ଦେ. ବି — କ୍ଷୁଦ୍ର କ୍ଷୁଦ୍ର କଙ୍କର — Tiny gravels