ସରିଆ Sariā
- ଦେ. ବିଣ — ସୋରା ବା ମାଳଯୁକ୍ତ — (used in a compound word after a word denoting number, as in three-stringed necklace) —Stringed; having (so many) strings
- ଦେ. ବିଣ — [ଦ୍ର—ଏହି ଶବ୍ଦ ଅନ୍ଯ ସଂଖ୍ୟାବାଚକ ଶବ୍ଦପରେ ବ୍ଯବହୃତ ହୁଏ। ଯଥା—ତିନିସରିଆ ଦାର; ଚାରିସରିଆ ଚନ୍ଦ୍ରହାର।]