ସରିକଣ୍ଟ Sarikaṇṭa

  • ଦେ. ବିଣ — ପରସ୍ପର ସହିତ ମାପରେ ସମାନ; ସମତୁଳ; ସରି ସମାନ — Equal in measurement; exactly equal to each other in quantity or measurement
  • ଦେ. ବି — ପୂର୍ବ ନିର୍ଦ୍ଧାରଣ ଅନୁଯାୟୀ ଯଥାସମୟ; ଠିକ୍ ନିରୂପିତ ବେଳ — Just the fixed or appointed time