ସରିଅତ୍ Sariat

  • ବୈଦେ. ବି. (ଫା. ସର୍ତ) — ସର୍ତ୍ତ; ଚୁକ୍ତିର ଭିନ୍ନଭିନ୍ନ ଅଂଶ — Conditions of an agreement
  • ବୈଦେ. ବିଣ. (ଫା. ସରୀୟତ୍) — ମୁସଲମାନଙ୍କ ସରା ବା ଦାୟାଧିକାର ଶାସ୍ତ୍ର ସମ୍ବନ୍ଧୀୟ — Relating to the Mahomedan law of inheritance