ସରଫ୍ Saraph

  • ବୈଦେ. ବି (ଇଂ. ଷ୍ରଫ୍; ଫା. ସରଫ୍) — ଟଙ୍କା ଆଦି ଭଙ୍ଗା— ଇବା ବ୍ଯବସାୟରେ ନିଯୁକ୍ତ ବ୍ଯକ୍ତି; ପୋଦ୍ଦାର — A shroff; a money-changer
  • ବୈଦେ. ବି (ଇଂ. ଷ୍ରଫ୍; ଫା. ସରଫ୍) — ସରକାରି ଖଜଣାଖାନା ଓ ବ୍ୟାଙ୍କ ଆଦିରେ ଦାଖଲ ହେବା ଟଙ୍କା ଆଦି ମୁଦ୍ରାକୁ ପରୀକ୍ଷା କରିବା ପାଇଁ ନିଯୁକ୍ତ କର୍ମଚାରୀ — A person who tests coins while they are paid to the treasury of Goverment or of a bank