ସରଫରାଜି Sarapharāji

  • ବୈଦେ. ବି (ଫା. ସରଫ୍ରାଜୀ=ଉଚ୍ଚପଦସ୍ଥତା) — ଆସ୍ପର୍ଦ୍ଧା; ବୃଥା ଆସ୍ଫାଳନ — Boasting; bragging
  • ବୈଦେ. ବି (ଫା. ସରଫ୍ରାଜୀ=ଉଚ୍ଚପଦସ୍ଥତା) — ଗର୍ବିତା — Arrogance
  • ବୈଦେ. ବି (ଫା. ସରଫ୍ରାଜୀ=ଉଚ୍ଚପଦସ୍ଥତା) — ଆନନ୍ଦ — Joy