ସରଫ୍ରାଜ Saraphrāja
- ବୈଦେ. ବିଣ. (ଫା. ସରଫ୍ରାଜ୍) — ଗର୍ବୀ; ଗର୍ବିତ — Arrogant; proud
- ବୈଦେ. ବିଣ. (ଫା. ସରଫ୍ରାଜ୍) — ଆସ୍ଫାଳନ କାରୀ — Boastful, bragging
- ବୈଦେ. ବିଣ. (ଫା. ସରଫ୍ରାଜ୍) — ଖୁସି; ଆନନ୍ଦିତ — Glad
- ବୈଦେ. ବିଣ. (ଫା. ସରଫ୍ରାଜ୍) — ଧନ୍ୟ — Praiseworthy
- ବୈଦେ. ବିଣ. (ଫା. ସରଫ୍ରାଜ୍) — କୃତାର୍ଥ (ହି. ଶ) — Having one's aim fulfilled
- ବୈଦେ. ବିଣ. (ଫା. ସରଫ୍ରାଜ୍) — ଉଚ୍ଚପଦସ୍ଥ — Occupying a high position
- ବୈଦେ. ବି (ଫା. ସରଫ୍ରାଜୀ= ଉଚ୍ଚପଦସ୍ଥତା) — ଗର୍ବ — Pride
- ବୈଦେ. ବି (ଫା. ସରଫ୍ରାଜୀ= ଉଚ୍ଚପଦସ୍ଥତା) — ଦାମ୍ଭିକତା; ସ୍ପର୍ଦ୍ଧା — Arrogance
- ବୈଦେ. ବି (ଫା. ସରଫ୍ରାଜୀ= ଉଚ୍ଚପଦସ୍ଥତା) — ଆସ୍ଫାଳନ — Boasting; bragging
- ବୈଦେ. ବି (ଫା. ସରଫ୍ରାଜୀ= ଉଚ୍ଚପଦସ୍ଥତା) — (ପୁଂ) ମୁସଲମାନଙ୍କୁ ଦିଆଯିବା ନାମବିଶେଷ — A name given to Mahomedans