ସରଫା Saraphā

  • ଦେ. ବିଣ — ଶସ୍ତା — Cheap
  • ବୈଦେ. ବି (ଆ. ସରାଫାହ୍) — ସରଫର କର୍ମ — The act post of a shroff
  • ବୈଦେ. ବି (ଆ. ସରାଫାହ୍) — ଯେଉଁ ସ୍ଥାନରେ ବା ବଜାରରେ ଟଙ୍କା ଓ ନୋଟ୍ ଆଦି ଭଙ୍ଗାଯାଏ — Money-changer's market